ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଷୋହଳ ଥର ପାଇଁ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗୁରୁଜୀ ମିଥୁନ

ବେଲଗୁଣ୍ଠା:ପ୍ରତିବର୍ଷ ଭଳି ପବିତ୍ର ରଜ ମହୋତ୍ସବରେ ରକ୍ତ ଦାନ କରି ଜନ୍ମଦିନ ପାଳନ କଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ମିଥୁନ ନାଇକ। କେକ୍ କାଟି ଭୋଜିଭାତ ବଦଳରେ ନିଆରା ଢଙ୍ଗରେ ସେ ନିଜର ଜନ୍ମଦିନ ପାଳନ କଲେ। ଲୁଣିପଡା ଗ୍ରାମ ର ୪୩ ବର୍ଷିୟା ବ୍ୟକ୍ତି ମାନସ ନାୟକ ଏନାମିଆ ରୋଗରେ ପିଡ଼ିତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହରେ A+ve ରକ୍ତ ର ଅଭାବ ପଡିଲା‌। ତାଙ୍କ ପୁତ୍ର ଆଶୁତୋଷ ନାୟକ ଗୁରୁଜୀ ମିଥୁନଙ୍କ ପୂର୍ବତନ ଛାତ୍ର ହୋଇଥିବାରୁ ମିଥୁନ ଗୁରୁଜୀ ଜଣେ ନିୟମିତ ରକ୍ତଦାତା ବୋଲି ସେ ଜାଣିଥିଲେ। ଏକଥା ଆଶୁତୋଷ ତାଙ୍କ ଘରେ ଜଣେଇବା ପରେ ତାଙ୍କ ପରିବାର ପକ୍ଷରୁ ମିଥୁଣଙ୍କ ସହ ଯୋଗାଯୋଗ କରାଯାଇଥିଲା।ଏହି ଭଳି ସୁବର୍ଣ୍ଣ ସୁଯୋଗକୁ ହାତ ଛଡା ନ କରି ମିଥୁନ ରକ୍ତ ଦାନ କରିଥିଲେ। ମିଥୁନ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସଂପାଦକ ଥିବା ବେଳେ ଏକାଧାରରେ ଜଣେ ଶିକ୍ଷକ,ଜଣେ ଚିତ୍ରକର, ମଞ୍ଚ ଉପସ୍ଥାପକ,ଜଣେ କ୍ଷୁଦ୍ର ଅଭିନେତା ଓ ଜଣେ ପ୍ରକୃତି ପ୍ରମୀ ଅଟନ୍ତି। ମିଥୁନଙ୍କର ଏହି ମହତ୍ କାମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।‌

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!